ବସୁଧ ଯୋଜନା ଥାଇ ମଧ୍ୟ ପଣ୍ଡକୁଳ ରେ ଜଳ ସଙ୍କଟ

by Birendra Choudhury
25 views
KALAHANDI.INFO

(ଗୋଳାମୁଣ୍ଡା) ପାଣି ପାଇଁ ହା ହାକାର, ନଇଁ ,ନାଳ,ପୋଖରୀ ପାଣି ସୁଖୀଗଲାପରେ ନଳ କୁଅଁର ପାଣି ମଧ ଲୋକଙ୍କ ଚାହିଦା ମେଣ୍ଟାଇ ପାରୁ ନାହିଁ,୨୦୧୭/୨୦୧୮ମସିହାରେ ଚିଚିଆ ପଞ୍ଚାୟତର ପଣ୍ଡକୁଳ ଓ ଚିଚିଆ ର ମୋଟ ଜନସଂଖ୍ୟା ୬ହଜାର ଲୋକ ମାନଙ୍କ ପାଇଁ ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ପଣ୍ଡକୁଳ ନିକଟରେ ଥିବା ତେଲନଦୀ ମୁହାଣରେ ବସୁଧା ଯୋଜନା କାର୍ଯ୍ୟ ୨୦୧୯ମସିହାରେ ସମାପ୍ତ ହୋଇଥିଲେ ମଧ୍ୟ ଲୋକେ ହନ୍ତସନ୍ତ ହେଉଛନ୍ତି, ଗ୍ରୀଷ୍ମ ମାସର ପ୍ରଚଣ୍ଡ ଖରାରେ ଏବଂ କରୋନା ଭୟରେ ଲୋକେ ନାହିଁ ନ ଥିଲା ଅସୁଭିଧା ପାଉଛନ୍ତି, ଏହି ପରିପ୍ରେକ୍ଷୀରେ ବିଭାଗୀୟ ପାନୀୟ ଜଳଯୋଗାଣ ଅଧିକାରୀଧର୍ମଗଡ଼ ଙ୍କୁ ଅନେକ ଥର ଜଣାଇ ଥିଲେ ମଧ୍ୟ ଚୁପଚାପ ରହି ଥିବାରୁ ଏହାର ଉଚିତ ପଦକ୍ଷେପ ନେବା ପାଇଁ ଆସନ୍ତାକାଲି ସୋମବାର ଦିନ ଉପଜିଲ୍ଲାପାଳ ଧର୍ମଗଡ଼ ଙ୍କ କାର୍ଯ୍ୟଳୟରେ ମହିଳା ମାନେ ବିକ୍ଷୋଭ ପ୍ରଦର୍ଶନ କରିବୁ ବୋଲି ଚେତାବନୀ ଦେଇଛନ୍ତି,ପଦ୍ମାବତୀମେହେର, ଯଶୋଦା ମେହେର2,ମମତା ସେନାପତି,ଧନମତି ସେନାପତି, କନକ ଗୋପାଳ, ମଙ୍ଗଳେ ବେୱା, ମଧୁ ସୋଦନ ସେନାପତି, କାଳେଶ୍ୱର ଗୋପାଳ, ପୂର୍ଣ୍ଣ ସେନାପତି, ସଦା ସେନାପତି, ଓ ମଦନ ସେନାପତି ପ୍ରମୁଖ ଉପସ୍ଥିତ ଥିଲେ,

You may also like

Leave a Comment