ଠିକାସଂସ୍ଥା କ୍ୟାମ୍ପ ରେ ଶ୍ରମିକ ମୃତ୍ୟୁ କାରଣ ଅସ୍ପଷ୍ଟ

by Birendra Choudhury
13 views
KALAHANDI.INFO

କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଉଛଲା ଏଲ ଏଣ୍ଡ ଟି ଠିକାସଂସ୍ଥା ରେ କେନାଲ କାମ ରେ ନିୟୋଜିତ ଥିବା ଝାରଖଣ୍ଡ ରାଜ୍ୟ ଖାନସମା ଜିଲ୍ଲା ଟେଙ୍ଗେଡି ଗ୍ରାମ ର ରବି ସିଂ ନାମକ ଜଣେ ଯୁବକ ରବିବାର କାମ କରୁଥିବା ସମୟରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ କୋକସରା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ଶବ ବ୍ୟବଚ୍ଛେଦ ପରେ ଏକ ଆମୁଲେନ୍ସ ରେ ଯୁବକ ଙ୍କ ମର ଶରୀର କୁ ତାଙ୍କ ନିଜସ୍ୱ ଗାଁ କୁ ପଠାଯିବା ନେଇ ପୋଲିସ ସୂଚନା ଦେଇଛନ୍ତି ଅନ୍ୟପକ୍ଷରେ ଠିକାସଂସ୍ଥା ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ

You may also like

Leave a Comment