ପଣ୍ଡକୁଳଅନାଥା ଆଶ୍ରମର ନାବାଳିକା ହତ୍ୟା ନା ଆତ୍ମା ହତ୍ୟା ସନ୍ଦେହ ଘେରରେ

by Birendra Choudhury
17 views

କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ସ୍ଥିତ ଚିଚିଆ ପଞ୍ଚା ୟତର ପଣ୍ଡକୁଳ ଆମ୍ବେଦକର ଅନାଥା ଆଶ୍ରମର ଏକ ଅନ୍ତେବାସୀ ୧୩ବର୍ଷର ଝିଅ ଗତ କାଲି ଗୁରୁବାର ଦିନଅପରାହ୍ନ ସାଢ଼େ ତିନିଟା ସମୟରେ ବାଥରୁମ ଭିତରେ ଆତ୍ମାହତ୍ୟା ହୋଇଛି ବୋଲି ଦଶପୁର ପୋଲିସରେ ,ଦଶପୁର ଏଫର ନମ୍ବର (୦୬)୨୫/୬/୨୦୨୦ଆଶ୍ରମ ପରିଚାଳକମହୀରାଜ ପାଣି ଗ୍ରାହୀ ଅଭିଯୋଗ କରିଛନ୍ତି, ଅଭିଯୋଗ କୁ କେନ୍ଦ୍ର କରି ଗତକାଲି ଦଶପୁର ପୋଲିସ ଚନ୍ଦ୍ର ହାସ୍ୟ ସାହୁ ଏବଂ ଗୋଳାମୁଣ୍ଡା ଆଇ ଆଇସି ,ଚତୁର ଭୁଜନାଇକ ଅପରାହ୍ନ୬ଟା ସମୟରେଆସି ଶବ ଜବତ କରି ଓତଦନ୍ତ କରି ରାତି ଆଠଟା ବେଳକୁଶବଵ୍ୟଵଛେଦ ପାଇଁଧର୍ମଗଡ଼ ସରକାରୀ ମେଡିକାଲକୁ ନିଆଯାଇଥିଲା,ଏହି ସମ୍ପର୍କରେ ଆଜି ଧର୍ମଗଡ଼ ଏସ୍ଡିପିଓ ଲକ୍ଷ୍ମୀକାନ୍ତ ପଣ୍ଡା ଓ ଭବାନୀ ପାଟଣା ଅତିରିକ୍ତ ଏସପି ଗୋପୀନାଥ ମନୀନ୍ଦ୍ର ଗ୍ରାମକୁ ଆସି ତଦନ୍ତ କରିଥିବା ବେଳେ ଗ୍ରାମର କେତେକ ବ୍ୟକ୍ତି ଏହା ଏକ ହତ୍ୟା ଅଭିଯୋଗବୋଲି ସନ୍ଦେହ ସୃଷ୍ଟି ହୋଇଛି, ଏହାର ପ୍ରକୁତ ତଦନ୍ତ ସିବିଆଇଦ୍ୱାରା କରାଯାଏ ତେବେ ଆତ୍ମହତ୍ୟା ନା ହତ୍ୟା ତାହା ଜଣା ଯିବ ବୋଲି ପରି ପ୍ରକାଶ କରିଥିଲେ, ବର୍ତ୍ତମାନ ଜଣେ ନିରୀହ ଅନାଥା ଝିଅ ର ମୃତ୍ୟୁକୁ ନେଇ ଏବେ ଆଶ୍ରମରେ ଭୟର ବାତାବରଣ ସୃଷ୍ଟି କରିଛି ବୋଲି କହିଛନ୍ତି,ତେଣୁ ଜିଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ନେବା ପାଇଁ ସ୍ଥାନୀୟ ଲୋକମାନେ ଅନୁରୋଧ କରିଛନ୍ତି, ପୁଣି ଦଶପୁର ବାବୁ ଚନ୍ଦ୍ର ହାସ୍ୟ ସାହୁଙ୍କ ଏବିଷୟରେ ଯୋଗା ଯୋଗ କରିବାରୁ ସେ କହିଛନ୍ତି ଯେ ଡାକ୍ତରଙ୍କ ରିପୋର୍ଟ ଅନୁଯାଇ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି କହିଛନ୍ତି,

Images source: Social Media.

You may also like

Leave a Comment