ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି

by kalahandi info
201 views
Spread the love

ସୋସିଆଲ ଆକ୍ଟିଭିଷ୍ଟ୍ ଅଫ୍ କଳାହାଣ୍ଡି ସ୍ବେଚ୍ଛାେସେବୀ ସଂଗଠନ ତା – ୨୧ ଜାନୁଆରୀ ୨୦୧୮ ରିଖରୁ ଆରମ୍ଭ ହେଇଛି । ଏହି ସଂଗଠର ମୂଳ ଲକ୍ଷ୍ୟ ହେଲା କଳାହାଣ୍ଡି ଜିଲ୍ଲା କୁ ସବୁ କ୍ଷେତ୍ରରେ ଆଗେଇ ନେବା । କିନ୍ତୁ ମୁଖ୍ୟତଃ ରୋଗୀଙ୍କ ପାଇଁ ରକ୍ତ ଅସୁବିଧା କୁ ଦୂର କରିବାରେ ଲାଗିଛନ୍ତି । ଏହି ସଂଗଠନ ରକ୍ତ ସଚେତନତା, ସଡ଼କ ଦୁର୍ଘଟଣାରେ କୁ ନେଇ ସଚେତନତା , କ୍ଲିନ୍ କଳାହାଣ୍ଡି , ରକ୍ତ ଦାନ ଶିବିର ଇତ୍ୟାଦି ଆୟୋଜନ କରେ । ସଂଗଠନ ତରଫରୁ ୪୧୯ ୟୁନିଟ୍ ରକ୍ତ ସିଧା ରୋଗୀଙ୍କ ପାଇଁ ଆୟୋଜନ କରି ସାରିଛି । ତେଣୁ ସମସ୍ତଙ୍କୁ ଅନୁରୋଧ କି ଆପଣ ସମସ୍ତେ ଏହି ସଂଗଠନ କୁ ସହଯୋଗ କରି କଳାହାଣ୍ଡି କୁ ଉନ୍ନତି ପଥରେ ଆଗେଇ ନିଅନ୍ତୁ ।

ବିଶେଷ ସୂଚନା – ଯଦି ରକ୍ତ ଦରକାର ହେଉଛି କିମ୍ବା ଯେଉଁମାନେ ସ୍ଵଇଚ୍ଛାରେ ରକ୍ତ ଦାନ କରିବାକୁ ଚାହୁଛନ୍ତି ତେବେ ସଂଗଠନ ର ଏହି ମୋବାଇଲ୍ ନମ୍ବର କୁ ଯୋଗାଯୋଗ କରନ୍ତୁ ।
ଯୋଗାଯୋଗ – ୯୩୩୭୫୩୭୩୮୭
୮୪୫୫୦୯୨୩୦୪


Spread the love

You may also like

Leave a Comment