Road Safety awareness rally organised by Social activist, Kalahandi

by kalahandi info
495 views

କଳାହାଣ୍ଡି ର ସ୍ଵାସ୍ଛାସେବୀ ସଂଗଠନ ସୋସିଆଲ ଆସିଟିଭିଷ୍ଟ କଳାହାଣ୍ଡି ଦ୍ୱାରା ଦୁର୍ଘଟଣା କୁ ନେଇ ସଚେତନତା
କଳାହାଣ୍ଡି ଜିଲ୍ଲା ରେ ଦିନକୁ ଦିନ ଗୁର୍ଘଟଣା ବଢ଼ିବାରେ ଲାଗିଛି ଏହାକୁ ଆଖିଆଗରେ ରଖି କଳାହାଣ୍ଡି ର ସ୍ଵାସ୍ଛାସେବୀ ସଂଗଠନ ସୋସିଆଲ ଆସିଟିଭିଷ୍ଟ କଳାହାଣ୍ଡି ଦ୍ୱାରା ଦୁର୍ଘଟଣା କୁ ନେଇ ସଚେତନତା କରାଯାଇଥିଲା. ସକାଳ 09:30 ଭବାନୀପାଟଣା RTO ଅଫିସ ରୁ ବାହାରି ଭବାନୀପାଟଣା ସହର ବୁଲି କେସିଙ୍ଗା ପହଂଚିଥିଲେ. ସଂଗଠନ ର ସଭାପତି ପ୍ରମୋଦ ସାହୁ. ସମ୍ପାଦକ ନବୀନ କୁମାର ସା. କୋଷାଧକ୍ୟା ବୀରେନ୍ଦ୍ର ଚୌଧୁରୀ ଙ୍କ ସମେତ ସଂଗଠନ ସମସ୍ତ ବ୍ଲକ ର ମେମ୍ବର ଆଉ ପ୍ରତିନିଧି ବହୁତ ସଂଖ୍ୟାରେ ଯୋଗ ଦେଇଥିଲେ. ଭବାନୀପାଟଣା RTO କର୍ମଚାରୀ ମାନେ ଆଉ କଳାହାଣ୍ଡି ପୋଲିସ ସାହାଯ୍ୟ କରିଥିଲେ. ଆଉ ଦିନ 02:30 ରେ କେସିଙ୍ଗା ପହଂଚି ଟାଉନ ରେ ବୁଲି ସଚେତନ କରିଥିଲେ

News By: Mr Birendra Choudhury

You may also like

1 comment

Jitendriya Kar September 9, 2018 - 9:01 pm

Great Salute to the Noble work done by Social activist of Kalahandi
Hope to continue in nearby future
On cycle rally awareness from Bhawanipatna to Kesinga 35km.

Reply

Leave a Reply to Jitendriya Kar Cancel Reply