Road accident near belkhandi in Kalahandi, Odisha

by kalahandi info
333 views
Spread the love

କେସିଙ୍ଗା ବ୍ଲକ ବେଲଖଣ୍ଡି ପଂଚାୟତ ଅନ୍ତର୍ଗତ ସାହାଜପାଟି ରୁ ଯୋଗୀପଳା ଯିବା ବାଟରେ ଗୋଟେ ଜୋର ଦେଇ ଯିବାକୁ ପଡେ ସେ ଜୋର ବ୍ରିଜ ଅଧା ତିଆରି ହୋଇ ୨ ରୁ ୩ ବର୍ଷ ହେଇଗଲାଣି ହେଲେ ତିଆରି ହେଇ ପାରିନି. ରାସ୍ତା ର ତଳ ରାସ୍ତା (କ୍ଷେତ ହିଡ଼)ଦେଇ ଯିବା ଆସିବା କରୁଛନ୍ତି ଲୋକେ. ଆଜି ବର୍ତମାନ ଅଧା ଘଣ୍ଟା ଆଗରୁ ଜଣେ ବାଇକ ଚାଳକ ତାଙ୍କ ନାମ- ସମିର ଯାନୀ. ସେ ହେଉଛନ୍ତି କରଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମ ର ଆଜି ବାଇକ ରେ ଯୋଗୀପଳା ରୁ ସାହାଜପାଟି ରାସ୍ତା ଦେଇ ଯାଉଥିଲେ ଆଉ ପୋଲ ଭିତରେ ପଡି ଯାଇଛନ୍ତି. ତାଙ୍କ ମୁହଁ ରେ ବେଶି ଆଘାତ ହେଇଛି. ଗୋଟିଏ ମାସ ଆଗରୁ ମାନ୍ୟବର ବିଧାୟକ ଧନେଶ୍ୱର ମାଝୀ ଏବଂ ଭୂପିନ୍ଦର ସିଂ ଆସି ଦେଖି କି ଯାଇଛନ୍ତି ଶୀଘ୍ର ବ୍ରିଜ ତିଆରି ହେବ କହିକି ଯାଇଛନ୍ତି ହେଲେ: ଏ ପଯ୍ୟନ୍ତ ପ୍ରଶାସନର ଦୃଷ୍ଟି ପଡୁନି.

Reported by: MR Birendra


Spread the love

You may also like

Leave a Comment