ରେସନ୍ କାର୍ଡ଼ ନ ପାଇବାରୁ, ଧଅଁରପୁର ପଂଚାୟତ୍ ହିତାଧିକାରୀ ଧର୍ମଗଡ ପଂଚାୟତ୍ ଅଫିସ ସମନା ରେ ଧାରଣା

by kalahandi info
834 views
dhaaarpur resan card dharana

ରେସନ୍ କାର୍ଡ଼ ନ ପାଇବାରୁ, ଧଅଁରପୁର ପଂଚାୟତ୍ ର ହିତାଧିକାରୀ ଧର୍ମଗଡ ପଂଚାୟତ୍ ଅଫିସ ସମନା ରେ ଧାରଣା ଦେଇଥିଲେ. ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସେଠୀଆ ଧାରଣା ନେତୃତ୍ବ ନେଇଥିଲେ . ପରେ ବି.ଡି.ଓ ଲିଖିତ ପ୍ରତିଶୃତି ଦେବାପରେ ସେମାନେ ଧାରଣା ବନ୍ଦ କରିଥିଲେ.

You may also like

Leave a Comment