ନର୍ଲା ଓ ରୁପ୍ରା ରୋଡ 24 ଘଣ୍ଟା Shutdown

by Birendra Choudhury
82 views
KALAHANDI.INFO

ଆଦର୍ଶ ବିଦ୍ୟାଳୟ TMC ଠାରେ ଏକ ଯୁବକ କୋରନା ପଜିଟିଭି ଚିଂହ୍ନଟ ଏବଂ ପିପଲପଡ଼ା ଗ୍ରାମର ଏକ ଯୁବକ ଯିଏକି TMC ଠାରୁ ଆସି ଘରେ କରେଣ୍ଟଟାଇନ ରେ ରହୁଥିଲା, ତାକୁ କୋରନା ଚି଼ହ୍ନଟ ଜଣାପଡିବା ପରେ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହି ଭବାନୀପାଟଣା COVID ହସ୍ପିଟାଲ କୁ ରାତି11 ଟାରେ ସ୍ଥାନାନ୍ତରିତ କରିଥିଲେ, ବର୍ତ୍ତମାନ ପିପଲପଡ଼ା କୁ 48 ଘଣ୍ଟା ଏବଂ ନର୍ଲା ଓ ରୁପ୍ରା ରୋଡ କୁ 24 ଘଣ୍ଟା ଶର୍ଟଡାଉନ କରାଯାଇଛି ।

You may also like

Leave a Comment