Kalahandi News – Latest Kalahandi News Headlines, Current Live Breaking News from Kalahandi.
କାଲାହାଣ୍ଡି: ଜାନୁଆରୀ 14 ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇନ୍ଦ୍ରାବତୀ ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପକୁ ଲୋକମାନଙ୍କ ନିକଟରେ ସମର୍ପଣ କରିବାକୁ ଯାଉଛନ୍ତି। ମଙ୍ଗଲପୁର ସ୍ଥିତ ପମ୍ପ ହାଉସ୍ ପରିସରରେ ଉନ୍ମୋଚନ ସମାରୋହ ପାଇଁ ପ୍ରସ୍ତୁତି ଚାଲିଛି। ଆଜି ସକାଳ…