Accident at main road Khidial-Bhawaipatna. Near Chandel village

by kalahandi info
353 views

ଖଡିଆଳ ଭାବନୀପାଟଣା ମୁଖ୍ୟ ରାଜ ରାସ୍ତା ଚାନ୍ଦେଳ ଗ୍ରାମ ଠାରେ ଟ୍ରକ ଚାପାରେ ବାଇକ ଆରୋହୀ ମୃତ , ଜଣେ ଗୁରୁତର । ସୂଚନାମୁତାବକ ମୃତ ଜଣକ କଲମପୁର ଖଁଗାର ଗୁଡା ଗାଁ ଗଜାନନ୍ଦ ପାତ୍ର , ଗୁରୁତର ଜଣକ ମଦନ ଦଣ୍ଡସେନା ବୋଲି ଜଣାପଡିଛି । ବାଇକ ଆରୋହୀ କଲମପୁର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଆନ୍ଧ୍ରଟ୍ରକ ଚାପାରେ ଚାନ୍ଦେଳ ଗ୍ରାମଠାରେ ବାଇକ ଆରୋହୀ ମୃତ୍ୟୁ , ଅନ୍ୟ ଜଣକ ଗୁରୁତର । ଘଟଣା ସ୍ଥଳରେ ଖଡିଆଳ ପୋଲିସ ପହନ୍ଚି ତଦନ୍ତ ଜାରୀ ରଖିଥିବାବେଳେ ଉତ୍ତେଜେନା ପରିସ୍ଥିତି ସୃଷ୍ଟି ହୋଇଛି । ଖଡିଆଳ ଭବାନୀପାଟଣା ରାସ୍ତା ଗାଡି ଚଳାଚଳ ଠପ ହୋଇଛି….
Repoter: Mr Birendra Choudhuary

You may also like

Leave a Comment