ଅନାଥା ଆଶ୍ରମରେ ନା ବାଳିକାର ମୃତ୍ୟୁ କୁ ନେଇ ପରିବାର ଲୋକେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ,

by Birendra Choudhury
15 views

ଗୋଳାମୁଣ୍ଡା ଥାନା ଅନ୍ତର୍ଗତ ପଣ୍ଡକୁଳ ଗ୍ରାମର ଡ଼, ବି,ଆର ଆମ୍ବେଦକର ଅନାଥା ଆଶ୍ରମରେ ଜଣେ ନା ବାଳିକା ଭୂମି ତାଣ୍ଡି(୧୩)ଗତ ଜୁନ୨୫ତାରଖିର ମୃତ୍ୟୁ କୁ ନେଇ ଗତ କାଲି ସୋମବରଦିନ ମୃତ୍ୟୁ ଭୂମିର ଭଉଣୀ ରାଜେଶ୍ୱରୀ ତାଣ୍ଡି ଓ ମାମୁ କୈଳାଶ ନିଆଲ ନ୍ୟାୟ ପାଇବା ପାଇଁ ଧର୍ମଗଡ଼ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ ହୋଇଛନ୍ତି,
ମୃତ୍ୟୁ ଭୂମି ନିଜ ଓଢଣୀରେ ଆତ୍ମହତ୍ୟା କରିଥିବା ଆଶ୍ରମ ପରିଚାଳଙ୍କ ପ୍ରକାଶ କରି ଥିବା ସହିତ ବ୍ୟବଚ୍ଛେଦ ରିପୋର୍ଟ ମଧ୍ୟ୍ୟ ଫାଶୀ ବୋଲି କହିଛନ୍ତି, ଏଭଳି ଘଟଣା କୁ ନେଇ ପରିବାର ପକ୍ଷରୁ ଅଭିଯୋଗ କରିଛନ୍ତି ଯେ ମୃତ୍ୟୁ ଭୂମି ତାଣ୍ଡି ସେ ନିଜେ ଆତ୍ମହତ୍ୟା କରି ନାହିଁ, ତାଙ୍କୁ ଆଶ୍ରମ ପରିଚାଳକ ଓ ତାଙ୍କପରିବାର ମିଶି ଏବଂ ସିସିଟିଭିକ୍ୟାମେରା ବନ୍ଦ କରି ଦେଇ ମୋର ଭଉଣୀକୁ ମାରି ଦେଇ ଚାଲିକିଭାବରେ ଶୌଚାଳୟ ରେ ଆତ୍ମହତ୍ୟା ରୁପ ନେଇଛନ୍ତି, ପୋଲିସି କୁ ନ ଜଣାଇ ନିଜେ ମହୀରାଜ ପାଣି ଗ୍ରାହୀ ଝିଅର ଶବକୁ ନିଆଁରେ ପୋଡ଼ି ଦେବା ପାଇଁ ପ୍ରସ୍ତୁତ ଥିବାବେଳେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଲୟକୁ ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ,ଦଶପୁର ପୋଲିସି ଓ ଆଶ୍ରମ ପରିଚାଳକ ଙ୍କୁ ପଚାରିବାରୁ ଆତ୍ମହତ୍ୟା ବୋଲି କହିବା ସାଙ୍ଗେ ଆଜି ସିସିଟିଭି ବନ୍ଦ ଥିଲା ବୋଲି କହିଥିଲେ ଓ ଦଶପୁର ପୋଲିସ ମଧ୍ୟ ନିରପେକ୍ଷ ତଦନ୍ତ କରି ନାହାନ୍ତି ଏବଂ ୟୁଡି କେସ କରି ତଦନ୍ତକୁ ବନ୍ଦ କରିଦେଇ ଛନ୍ତିବୋଲି କହିବା ସାଙ୍ଗେ ଉକ୍ତ ଘଟଣା ସମ୍ପୂର୍ଣ ଭାବରେ ସନ୍ଦେହବୋଲି ଅଭିଯୋଗ କରିଛନ୍ତି

You may also like

Leave a Comment