ଜାତୀୟ ଜୁନିଅର ଫେଲୋସିପ ଶ୍ରୀ ଜିତେନ୍ଦ୍ର କୁମାର ଭୋଇ ଙ୍କ ର ଦୁଇ ବର୍ଷର ଗବେଷଣା କାର୍ଯ୍ୟ ଶେଷ

by Birendra Choudhury
26 views
KALAHANDI.INFO
KALAHANDI.INFO

KALAHANDI.INFO

କଳାହାଣ୍ଡି ଭାରତ ସରକାର ଙ୍କ ସଂସ୍କୃତି ମନ୍ତ୍ରଣାଳୟ ତରଫରୁ ୨୦୧୬-୧୭ ବର୍ଷ ପାଇଁ ଲୋକ ନୃତ୍ୟ ବିଭାଗରେ ଜାତୀୟ ଜୁନିଅର ଫେଲୋସିପ ପାଇଥିବା ଶ୍ରୀ ଜିତେନ୍ଦ୍ର କୁମାର ଭୋଇ ଙ୍କ ର ଦୁଇ ବର୍ଷ ର (୦୧/୦୮/୨୦୧୮ ରୁ ୩୧/୦୭/୨୦୨୦) ଗବେଷଣା କାର୍ଯ୍ୟ ଶେଷ ହୋଇ ଯାଇଛି । ସୂଚନା ଥାଉକି ସେ କଳାହାଣ୍ଡି ର ବୀର ବାଦ୍ୟ ଘୁମୁରା ନୃତ୍ୟ ବିଷୟରେ ଗବେଷଣା କରୁଥିଲେ । ସେ ଦୁଇ ବର୍ଷ ର ଗବେଷଣା କାର୍ଯ୍ୟ ରୁ ସଂଗ୍ରହ କରିଥିବା ବିଭିନ୍ନ ପ୍ରକାରର ତଥ୍ୟ ସରକାରଙ୍କ ଠାରେ ଉପସ୍ଥାପନା କରିଛନ୍ତି।

You may also like

Leave a Comment