ଋଣ ପରିଶୋଧ କରିବାକୁ ଫାଇନାନ୍ସ କମ୍ପାନୀ ର ଧମକ

by Birendra Choudhury
15 views


ଜୟପାଟଣା- ମହିଲାଙ୍କୁ ଋଣ ପରିଶୋଧ କରିବାକୁ ଫାଇନାନ୍ସ କମ୍ପାନୀ ର ଧମକ ଅନେକ ଫାଇନାନ୍ସ ମହିଲାଙ୍କୁ ଋଣ ପରିଶୋଧ କରିବାକୁ ଫାଇନାନ୍ସ କମ୍ପାନୀ ର ଧମକ ଆସୁଥିଲେ ତେବେ ଲକଡାଉନ ଯୋଗୁ ଏହି ଗରିବ ଶ୍ରେଣୀ ର ମହିଳା ମାନେ ରୋଜଗାର ହରାଇ ଏବେ ଘରେ ବସି ରହିଛନ୍ତି।କିଏ ବା ଏହି ଲକଡାଉନ ସମୟ ଋଣ ସୁଜିପରିବେ।ହେଲେ ମଧ୍ୟ କିଛି ଦିନ ଟାଇମ ଦିଆଯାଉବୋଲି କହୁଛନ୍ତି। ଫାଇନାନ୍ସ କମ୍ପାନୀ କର୍ମଚାରୀ କିଛି ବି ମାନୁନାହାଁନ୍ତି ବଲି ମହିଳା ମାନେ କହୁଛନ୍ତି।ଏହିଭଳି ଫାଇନାନ୍ସ କମ୍ପାନୀ ର କର୍ମଚାରୀ ମାନେ ଫୋନ ରେ ଧମକ ଦେଉଥିବା ଅଭିଯୋଗ ଆଣିଛନ୍ତି।ଘଣ୍ଟିଗୁଡା ଗ୍ରାମର ଗୌଟିଆପଡା,ହରିଜନପଡ଼ା,ହଂସପଡା,ପୂଜାରିପଡ଼ା ପ୍ରାୟ ୬୦ ରୁ ଉର୍ଦ୍ଧ ମହିଳା ମାନେ।ଲକଡାଉନ କୁ ନେଇ ରାଜ୍ୟ ସରକାର ବ୍ୟାଙ୍କ ଓ ବିଭିନ୍ନ ଅର୍ଥ ଲଗାଣ କାରୀ ସଂସ୍ଥା କୁ ଋଣ ପରିଶୋଧ ଅବଧି ରେ ରିହାତି ଦେବାକୁ ଘୋଷଣା କରିଥିଲେ ମଧ୍ୟ ବୋଲ ମାନୁନାହାନ୍ତି ଫାଇନାନ୍ସ କର୍ମଚାରୀ ମହିଳା ମାନେ ଋଣ ଅବଧି ବଢ଼ାଇବା ସହ ସରକାର ଦୃଷ୍ଟି ଦେବାକୁ ଦାବି କରିଛନ୍ତି।ଘର ଘର ଯାଇ ଅନେକ ଫାଇନାନ୍ସ କମ୍ପାନୀ କର୍ମଚାରୀ ମାନେ ବାଦ୍ୟ କରୁଛନ୍ତି।ଟଙ୍କା ଦିଅ ନହେଲେ ଆମେ ଯିବୁନି କହୁଛନ୍ତି।

You may also like

Leave a Comment