ଅବକାରୀ ବିଭାଗର ଚଢାଉ ବିଦେଶୀ ଓ ଦେଶୀ ହାତରନ୍ଧା ମଦ ଜବତ

by Birendra Choudhury
30 views

କଳମପୁର ଅଞ୍ଚଳ ରେ ବେଆଇନ ଚୋରା ମଦ କାରବାର ହେଉଥିବା ଖବର ପାଇ ଭାବାନିପାଟଣା ଅବକାରୀ ଇନ୍ସପେକ୍ଟର ଲଳିତ ମୋହନ ମିଶ୍ର ଓ ଜୁନାଗଡ଼ ଅବକାରୀ ଇନ୍ସପେକ୍ଟର ହୀରାବତି ଥାଟି ଙ୍କ ନେତୃତ୍ୱରେ ଗୁରୁବାର ଦୁଇଟି ଟିମ୍ ଚଢ଼ାଉ କରି କଳମପୁର ବ୍ଲକ ପାଣିଗାଁ ର ମେଘନାଦ ସାହୁ ଙ୍କ ଠାରୁ ୫ ଲିଟର ଦେଶୀ ହାତରନ୍ଧା, ବଡ଼କୁଟ୍ରୁ ଗାଁ ର କେଶବ ସୁନାନୀ ଙ୍କ ଠାରୁ ୧୨ ଲିଟର ଦେଶୀ ହାତରନ୍ଧା, ଦଣ୍ଡେଇଖୋଲ ଶଙ୍କର ମାଝୀ ଙ୍କ ଠାରୁ ୧୧ ଲିଟର ହାତରନ୍ଧା ଏବଂ ଦଣ୍ଡେଇଖୋଲ ପାହାଡ଼ ଉପରେ ୯୫୦ କେଜି ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଥିବା ବେଳେ ପଣ୍ଡିଗାଁ ର ଡମ୍ବରୁଧର ମାଝୀ ଙ୍କ ଠାରୁ ୬ ଲିଟର ହାତ ରନ୍ଧା ଓ ବନ୍ଧକନା ର ଜଳ ରାଉତ ଙ୍କ ଠାରୁ ୫ ଲିଟର ୨ ଶହ ମିଳି ବିଦେଶୀ ମଦ ( ବିଅର ) ଜବତ କରିଥିବାବେଳେ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇ ଥାନା ବେଳରେ ଛଡା ଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଲିଛି । ଉକ୍ତ ଚଢାଉରେ ଅବକାରୀ ଇନ୍ସପେକ୍ଟର ଦିଲୀପ କୁମାର ରଥ, ଏଏସଆଇ ଅଶୋକ ସାହୁ, ଯୋଗେଶ୍ୱରୀ ତାଣ୍ଡି, ସଚଳା ପାଢ଼ୀ, କନେଷ୍ଟବଳ ମହାଦେବ ମାଝୀ, ବୀରେନ୍ଦ୍ର ମାଝୀ, ପ୍ରଦ୍ୟୁମ୍ନ ନାଏକ, ରଶ୍ମି ସାହୁ, କର୍ଣ୍ଣ ବାଗ, କିଶନ ଗୌଡ଼, ରାଜକୁମାରୀ ଶବର ପ୍ରମୂଖ ସାମିଲ ହୋଇଥି

You may also like

Leave a Comment